ବ୍ରିଟେନ, ଦକ୍ଷିଣ-ଆଫ୍ରିକା ପରେ ନାଇଜେରିଆରେ କରୋନାର ନୂଆ ଭୁତାଣୁ ଚିହ୍ନଟ

ନୂଆଦିଲ୍ଲୀ : ବ୍ରିଟେନରେ ଚିହ୍ନଟ ନୂଆ କରୋନା ଭାଇରସ ସାରା ବିଶ୍ବରେ ଆତଙ୍କ ଖେଳାଇଥିବାବେଳେ ଆଫ୍ରିକୀୟ ଦେଶ ନାଇଜେରିଆରେ କରୋନାର ଆଉ ଏକ ରୂପାନ୍ତରଣ ଦେଖିବାକୁ ମିଳିଛି। ଆବଶ୍ୟ ନାଇଜେରିଆରେ ଏହି ନୂତନ ଭୁତାଣୁ ଉପରେ ଅଧିକ ଗବେଷଣା ଚାଲିଛି। ଯଦି ନାଇଜେରିଆ ସରକାରଙ୍କ ଆଶଙ୍କା ସତ ହୁଏ, ତେବେ ବ୍ରିଟେନ ଓ ଦକ୍ଷିଣ ଆଫ୍ରିକା ପରେ ଏହା ହେବ କରୋନା ଭୁତାଣର ଆଉ ଏକ ନୂଆ ରୂପ। ଚିହ୍ନଟ … Continue reading ବ୍ରିଟେନ, ଦକ୍ଷିଣ-ଆଫ୍ରିକା ପରେ ନାଇଜେରିଆରେ କରୋନାର ନୂଆ ଭୁତାଣୁ ଚିହ୍ନଟ